
*-ଚଳିତବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ୍ ନାଇଟ୍.*
*-ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ*
*-ଏହାବ୍ୟତୀତ ଓଲିଓଡ୍ର ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ*
*-ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ*
*-ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ*
*-ଏହାବ୍ୟତୀତ ଜରୁରୀକାଳୀନ ପ୍ରସ୍ତାନ ପାଇଁ ୬ ଟି ଗେଟ୍ ରହିବ- ଜିଲ୍ଲାପାଳ*
*-ସେହିପରି କଟକ ଇନ୍ କଟକରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ଥିମ ରହିବ*