
ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜକତ୍ୱରେ ୨୦୨୬ ବର୍ଷ ଆରମ୍ଭରେ T୨୦ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ, ଯେଉଁଥିରେ କିଛି ଦଳର ନାମ ୨୦୨୪ T୨୦ ବିଶ୍ୱକପରୁ ନିର୍ଣ୍ଣୟ କରାଯାଇଥିଲା, ଯେତେବେଳେ ବାକି ଦଳ ଯୋଗ୍ୟତା ପର୍ଯ୍ୟାୟ ଦେଇ ସ୍ଥାନ ପାଇଥିଲେ।
୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ସମସ୍ତ ୨୦ ଟି ଦଳର ନାମ ତାଲିକା…
ଭାରତ
ଶ୍ରୀଲଙ୍କା
ଅଷ୍ଟ୍ରେଲିଆ
ଇଂଲଣ୍ଡ
ଦକ୍ଷିଣ ଆଫ୍ରିକା
ଆଫଗାନିସ୍ତାନ
ବାଂଲାଦେଶ
ଯୁକ୍ତରାଷ୍ଟ୍ର
ୱେଷ୍ଟଇଣ୍ଡିଜ୍
ଆୟରଲ୍ୟାଣ୍ଡ୍
ନ୍ୟୁଜିଲ୍ୟାଣ୍ଡ୍
ପାକିସ୍ତାନ
କାନାଡା
ଇଟାଲୀ
ନେଦରଲ୍ୟାଣ୍ଡ୍ସ
ନାମ୍ବିଆ
ଜିମ୍ବାୱେ
ନେପାଳ
ଓମାନ
ୟୁଏଇ