: 👉ବାଇକ୍ରୁଛିଟିକିପଡ଼ି୨ମୃତ
-ବୌଦ୍ଧ: ବାଇକ୍ରୁ ଛିଟିକି ପଡ଼ି ୨ ଯୁବକ ମୃତ, ଜଣେ ଗୁରୁତର
-ବାଉଁଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
-କଲେଜରୁ ଫେରୁଥିବା ସାଙ୍ଗକୁ ବାଇକ୍ରେ ନେବାକୁ ଆସିଥିଲେ ୨ ଜଣ
-ସାମ୍ନା ପଟୁ ଅଚାନକ ଗାଡ଼ି ଦେଖି ବ୍ରେକ୍ ମାରିଦେବାରୁ ଛିଟିକି ପଡ଼ିଲେ ୩ ଜଣ
-କଲେଜ ପଢୁଆ ଯୁବକଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ
: 👉ଜମିବିବାଦ: #୨ଗାଁରେBNS୧୬୩
-ଦିଗପହଣ୍ଡି: ଜମି ବିବାଦକୁ ନେଇ ୨ ଗାଁରେ BNS ୧୬୩ ଜାରି
-ସାନଖେମୁଣ୍ଡିର ସିଙ୍ଗିପୁର ଓ ରତ୍ନମଣିପୁର ଗାଁରେ BNS ୧୬୩
-ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି, ପୋଲିସର ଫ୍ଲାଗମାର୍ଚ୍ଚ
-ରତ୍ନମଣିପୁରର ହନୁମାନ ବାଟିକା ଜାଗା ପାଇଁ ୨ ଗୋଷ୍ଠୀ ମୁହାଁମୁହିଁ
: 👉ଖସିଗଲାମୋଷ୍ଟୱାଣ୍ଟେଡ_ମୁନା
-କ୍ରାଇମବ୍ରାଞ୍ଚ ହାତରୁ ଅଳ୍ପକେ ଖସିଗଲା ଦଲାଲ ମୁନା ମହାନ୍ତି
-ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ମୋଷ୍ଟ ୱାଣ୍ଟେଡ୍ ମୁନା
-ଦଶପଲ୍ଲାର ଏକ ଫାର୍ମ ହାଉସ୍ରେ ଆତ୍ମଗୋପନ କରିବା ସୂଚନା ଥିଲା
-କ୍ରାଇମବ୍ରାଞ୍ଚ ଚଢ଼ାଉର କିଛି ମୁହୂର୍ତ୍ତ ପୂର୍ବରୁ ଚମ୍ପଟ୍ ମାରିଥିବା ସୂଚନା
-ମୁନାର ୨ ସହଯୋଗୀ ସୁକାନ୍ତ ମହାରଣା, ଶ୍ରୀକାନ୍ତ ମହାରଣା ମଧ୍ୟ ଚମ୍ପଟ୍