
⭕ସମସ୍ତଙ୍କପାଇଁପଶ୍ଚିମବଙ୍ଗଏବେଅସୁରକ୍ଷିତ
-ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା
-ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ
-୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି, ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ
-ଏନେଇ ଆଜି CM ଓ ସ୍ଥାନୀୟ SPଙ୍କ ସହ ଆଲୋଚନା କରିବି
-ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି – ପ୍ରତାପ ଷଡ଼ଙ୍ଗୀ
-ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି
-କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ