⭕ପରିତ୍ୟକ୍ତୟୁରିନାଲ୍ରେ୩_କଙ୍କାଳ-ବଲାଙ୍ଗିର: ଭଇଁଶା ମେଡିକାଲ୍ର ପରିତ୍ୟକ୍ତ ୟୁରିନାଲରେ ୩ଟି କଙ୍କାଳ-୩ଟି ଯାକ କଙ୍କାଳ ଶିଶୁ କଙ୍କାଳ ହୋଇଥିବା ଅନୁମାନ-କିଛି ଲୋକ ମାଙ୍କଡ଼ ଛୁଆର କଙ୍କାଳ ବୋଲି ଚର୍ଚ୍ଚା କରୁଛନ୍ତି-ଘଟଣାସ୍ଥଳରେ ପହଞ୍ଚି ପାଟଣାଗଡ଼ ପୋଲିସର ତଦନ୍ତ