⭕ଝୁଲିପଡ଼ିଲେଦମ୍ପତି: #ସ୍ୱାମୀମୃତସ୍ତ୍ରୀଗୁରୁତର
-ପାଳଲହଡ଼ା: ରଶି ଲଗାଇ ଝୁଲିପଡ଼ିଲେ ଦମ୍ପତି; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
-ଖମାର ଥାନା ସାଆନ୍ଦା ଗାଁରେ ଦମ୍ପତିଙ୍କ ଜୀବନ ହାରିବା ଉଦ୍ୟମ
-ପାରିବାରିକ କଳହରୁ ଜୀବନ ହାରିବାକୁ ଉଦ୍ୟମ କରିଥିବା ସୂଚନା
-ଗୁରୁତର ସ୍ତ୍ରୀ ଅନୁଗୁଳ ମେଡିକାଲ୍ରେ ଭର୍ତ୍ତି