
ନଭେମ୍ବର ୧୫ରେ ମହାନଦୀ ଶୁଣାଣି
- ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି
- ଓଡ଼ିଶା ପକ୍ଷରୁ AG ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲ୍ରେ ପକ୍ଷ ରଖିଲେ
- ଓଡ଼ିଶା ଓ ଛତିଶଗଡ଼ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି ଜଣାଇଲେ
- ଅକ୍ଟୋବର ୨୮ରେ ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବ
- ଯେଉଁଥିରେ ପାଣି ବିଭାଜନ ଓ ପ୍ରକଳ୍ପ ଅନୁମୋଦନ ନେଇ ଚର୍ଚ୍ଚା ହେବ
- ଇବ୍ ପ୍ରକଳ୍ପ ଓ ଲୋୟର ସୁକତେଲ୍ ଜଳପ୍ରକଳ୍ପ ପାଇଁ ୨ ରାଜ୍ୟ ସହମତ
- ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ରେ ହେବ- AG ପୀତାମ୍ବର ଆଚାର୍ଯ୍ୟ.