⭕ବାରିପଦାମେଡିକାଲରୁ ନବଜାତ_ଚୋରି-ବାରିପଦା ପିଆର୍ଏମ୍ ମେଡିକାଲ କଲେଜରୁ ନବଜାତ ଚୋରି ଅଭିଯୋଗ-ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ୩ ଦିନର ଶିଶୁପୁତ୍ର ଚୋରି ଅଭିଯୋଗ-ଟୀକା ଦେବା ନାଁରେ କିଛି ବ୍ୟକ୍ତି ଶିଶୁକୁ ନେଇ ଆଉ ଫେରି ନଥିଲେ-ଟାଉନ୍ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସର ତଦନ୍ତ