• About
  • Advertise
  • Privacy & Policy
  • Contact
Friday, January 30, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

​​​​​​​ଅକ୍ଟୋବର ୧୩ ରେ ଦିଲ୍ଲୀରେ ହେବ ମହାନଦୀ ସଂସଦ ସମାବେଶଯୋଗଦେବେ ଓଡ଼ିଶା, ଛତିଶଗଡ଼ ଓ଼ ଜାତୀୟ ନଦୀ ଅଧିକାର କର୍ମୀ, ରାଜ ନେତା, ବରିଷ୍ଠ ଆଇନଜୀବୀ ଓ ଜଳ ବିଶେଷଜ୍ଞମହାନଦୀ ଜଳ ବିବାଦର ଆପୋଷ ସମାଧାନ ସଂକ୍ରାନ୍ତରେ ହେବ ଆଲୋଚନା l

OD Times by OD Times
October 7, 2025
in Uncategorized
0
0
SHARES
1
VIEWS
Share on FacebookShare on Twitter

ଭୁବନେଶ୍ୱର : ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀର ସମ୍ବିଧାନ କ୍ଲବ ରେ ଆସନ୍ତା ଅକ୍ଟୋବର ୧୩ ରେ ମହାନଦୀ ସଂସଦ ବସିବ ବୋଲି ଆଜି ଆନ୍ଦୋଳନର ନେତୃତ୍ବ ଘୋଷଣା କରିଛନ୍ତି l ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏହା ଘୋଷଣା କରାଯାଇଛି l ଓଡ଼ିଶା, ଛତିଶଗଡ଼ ରୁ ପ୍ରତିନିଧି ମାନଙ୍କ ସହିତ ଦେଶର ବିଭିନ୍ନ ନଦୀର ସୁରକ୍ଷା ନେଇ କାର୍ଯ୍ୟରତ ନେତୃତ୍ବ, ମହାନଦୀ ଟ୍ରିନାଲ ରେ ନିଯୁକ୍ତ ଅଧିବକ୍ତା, ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମ କୋର୍ଟ ର ଓକିଲ ତଥା ଦେଶର ବିଶିଷ୍ଟ ନଦୀ ବେଶଷଜ୍ଞ ମାନେ ଏଥିରେ ଯୋଗ ଦେବେ l ବିଜେପି, ବିଜେଡି, କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତା ମାନଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ନିବେଦନ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ରେ ଭାରତର ଜଳ ମାନବ ଡ ରାଜେନ୍ଦ୍ର ସିଂ, ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ଉପଦେଷ୍ଟା ଇଁ ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ମନୋଜ ଜେନା, ସଚ୍ଚିକାନ୍ତ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ କୁମାର ବିଶୋଇ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି l
ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ସରକାର ମଧ୍ୟସ୍ଥତା ଭିତ୍ତିରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ବାଗତ କରିବା ସହିତ କେବଳ ସରକାରୀ ବାବୁ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏହାକୁ ସୀମାବଦ୍ଧ କଲେ ସୁଫଳ ମିଳିବ ନାହିଁ l ମହାନଦୀର ଜଳ ଓ ଏହାର ବେଶିନ୍ ସହିତ ଜଡିତ ବିଭିନ୍ନ ବର୍ଗ ଓ ଗୋଷ୍ଠୀ, ସାମାଜିକ ସଂଗଠନ,ରାଜନୈତିକ ଦଳ ଓ ବିଶେଷଜ୍ଞ ମାନଙ୍କ ଭିତରେ ମଧ୍ୟ ସହମତି ଆସିବା ଦରକାର l ସେଥିପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଡ଼ ରାଜେନ୍ଦ୍ର ସିଂ କହିଛନ୍ତି l ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମହାନଦୀ ସଂସଦ ରେ ଆପୋଷ ସମାଧାନ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହେବ ଓ ଏହାର ସୁପାରିଶ ଗୁଡ଼ିକୁ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯିବ l ଓଡିଶା ହାଇ କୋର୍ଟ ର ପୂର୍ବତତନ ମୁଖ୍ୟ ବିଚାରପତି ତଥା ସୁପ୍ରିମ କୋର୍ଟ ର ପୂର୍ବତନ ନ୍ୟାୟ ମୂର୍ତ୍ତି ଏଥିରେ ଅଧ୍ୟକ୍ଷତା କରିବେ ବୋଲି ଆବାହକ ଶ୍ରୀ ଦାସ ଜଣାଇଛନ୍ତି l ଇଣ୍ଡିଆନ ପେନିନ ସୁଲାର ରିଭର ବେସିନ ଓ ହିମାଲୟାନ ରିଭର ବେସିନ କାଉନସିଲ, ଛାତିଶଗଡ ନଦୀ ଘାଟି ମୋର୍ଚ୍ଚା, ଗୋଦାବରୀ ଓ କୃଷ୍ଣା କୁଟୁମ୍ବ, ଜଳ ଜନ ଯୋଡ ଅଭିଯାନ ପ୍ରମୁଖ ସଂଗଠନ ଗୁଡିକ ଏଥିରେ ଯୋଗ ଦେବେ ବୋଲି ଶ୍ରୀ ଦାସ ଜନସିଛନ୍ତି l
ଓଡ଼ିଶାର ଅଡଭୋକେଟ ଜେନେରାଲ ଏକ ସାମ୍ବାଦିକ ସମମିଳନୀରେ କହିଲେ
“ମହାନଦୀ ଜଳ ବିବାଦ ଏକ କୃତ୍ରିମ ବିବାଦ” – ଏଭଳି ବକ୍ତବ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପ୍ରକ୍ରିୟା ର ପରିପନ୍ଥୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ କହିଛି l ବିବାଦ ଯଦି ନାହିଁ, ଆପୋଷ ସମାଧାନର ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କରାଯାଇଛି l କିଏ ଓ କେମିତି ଏହି ବିବାଦକୁ ନେଇ ରାଜନୈତିକ ରୁଟି ସେକିଛି, ତାହା ଅଲଗା କଥା l କିନ୍ତୁ ବାସ୍ତବରେ ମହାନଦୀ ଜଳକୁ ନେଇ ବିବାଦ ପଛରେ ଯୁକ୍ତି ଯୁକ୍ତ କାରଣ ରହିଛି l ତାକୁ ଆବମନା କରିବା ଅର୍ଥ ହେଉଛି, ରାଜ୍ୟର ସ୍ୱାର୍ଥକୁ ଛତିଶଗଡ ହାତରେ ଟେକି ଦେବା l ପୁଣି କୁହାଯାଜସିଛି, ” ଜଳ ବିବାଦ ଟ୍ରିବୁନାଲ ହେଉଛି ଓକିଲ ପୋଷିବା ସଂସ୍ଥା” l
ଆଡଭୋକେଟ ଜେନେରାଲ ଏକ ସାମ୍ବିଧାନିକ ପଦବୀ l ଦେଶର ସମ୍ବିଧାନରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଆଇନ ରହିଛି, ଯାହା 1956 ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ଭାବରେ ଆମେ ଜାଣୁ l ସାମ୍ବିଧାନିକ ପଦବୀର ଥିବା ଜଣେ ବ୍ୟକ୍ତି ସମ୍ବିଧାନର ଧାରା କୁ ଏଭଳି ତାଛଲ୍ୟ କରିବl କେତେ ଯୁକ୍ତି ଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି I
ମହାନଦୀ ଜଳ ବିବାଦର ସମାଧାନ ଦିଗରେ ମଧ୍ୟସ୍ତତା ମାଧ୍ୟମରେ ଯଦି ଏହା ସଫଳ ହୁଏ ତେବେ ଏହା ନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ବିଶ୍ୱାସ କରେ ଏବଂ ଏ ଦିଗରେ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାର ଯତ୍ନଶୀଳ ହେବାକୁ ନିବେଦନ କରାଯାଇଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରବକ୍ତା ପ୍ରସନ୍ନ ବିଷୋୟୀ କହିଛନ୍ତି l

Previous Post

ଆଇବଜୀବି ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ନ୍ୟାୟିକ ତଦନ୍ତ ଦାବି କଲା ରାଜ୍ୟ ବାର୍ କାଉନସିଲ

Next Post

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।

OD Times

OD Times

Next Post

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.