ହସ୍ପିଟାଲରେ ନିଆଁ ୬ ମୃତ ଓ ୫ ଗୁରୁତର ।। ରାଜସ୍ଥାନର SMS ହସ୍ପିଟାଲ ICUରେ ଭୟଙ୍କର ନିଆଁICUରେ ଥିବା ୬ ରୋଗୀଙ୍କ ମୃତ୍ୟୁ, ୫ ଗୁରୁତରନିଆଁ ଲାଗିବାବେଳେ ICUରେ ଥିଲେ ୨୪ ରୋଗୀସର୍ଟସର୍କିଟ୍ରୁ ନିଆଁ, ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ଅଭିଯୋଗ