*-କଟକ ସହରରେ ପେଟ୍ରୋଲ ପମ୍ପ , ବସ୍ ବନ୍ଦ**-ଦୋକାନ ବଜାର ଓ କଟକ ମାଲଗୋଦାମ ବନ୍ଦ**-ସହର ଭିତରେ ଓ ବାହାରେ ‘ଆମ ବସ୍’ ଚଳାଚଳ ଠପ୍**-ବସଷ୍ଟାଣ୍ଡରୁ ବାହାରକୁ ଚଳାଚଳ କରୁଛି ଘରୋଇ ବସ୍**-ମେଡିକାଲ ଖୋଲା , ଜାତୀୟ ରାଜପଥରେ ଚଳାଚଳ ସ୍ବାଭାବିକ.*