
କଫ୍ ସିରପ୍ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତତ୍ପରତା
-ଶିଶୁଙ୍କୁ କଫ୍ ସିରପ୍ ଦେବା ନେଇ କେନ୍ଦ୍ରର ଆଡ୍ଭାଇଜରି ଜାରି
-୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ମନା
-୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଔଷଧ ଦିଆଯାଇପାରିବ ନାହିଁ: DGHS
-‘ସାଧାରଣତଃ ୫ ବର୍ଷର ପିଲାଙ୍କୁ ଔଷଧ ସୁପାରିସ କରାଯାଏ ନାହିଁ ‘
-ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ DGHSର ପରାମର୍ଶ
-ଏମ୍ପି ଓ ମହାରାଷ୍ଟ୍ରରେ କଫ୍ ସିରପ୍ ନେଇ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ