
୨୦୨୫-୨୬ ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ଓଡ଼ିଶା ରଣଜୀ ଟିମ୍ ଘୋଷିତ
-ଶୁଭ୍ରାଂଶୁ ସେନାପତି ଅଧିନାୟକ, ସ୍ବସ୍ତିକ ସାମଲ ଉପଅଧିନାୟକ
-ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଅନିଲ ପରିଡ଼ା
-ଆଶୀର୍ବାଦ ସ୍ବାଇଁ, ରାଜେଶ ଧୂପର, ସମ୍ବିତ ଏସ୍ ବରାଳ, ସୁମିତ ଶର୍ମା
-ବାଦଲ ବିଶ୍ବାଳ, ସୁନିଲ ରାଉଳ, ରାଜେଶ ମହାନ୍ତି, ତାରିଣୀ ସା, ତାପସ ଦାସ
-ଷ୍ଟାଣ୍ଡବାଇ- ଶାନ୍ତନୁ ମିଶ୍ର, ବିପ୍ଳବ ସାମନ୍ତରାୟ, ସୌରଭ ଗୌଡ଼
-ପ୍ରଶାନ୍ତ ରଣା, କାର୍ତ୍ତିକ ବିଶ୍ବାଳ ମଧ୍ୟ ଷ୍ଟାଣ୍ଡବାଇରେ ସ୍ଥାନ ପାଇଲେ