-ନୂଆପଡ଼ା: ଜାତୀୟ ରାଜପଥ ୩୫୩ରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍-ଉଦ୍ୟାନବନ୍ଧ ଗାଁ ନିକଟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା-କୋମନାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା-ନିଆଁ କେମିତି ଲାଗିଲା ଜଣାପଡ଼ିନି, ଡ୍ରାଇଭର, ହେଲ୍ପର ସୁରକ୍ଷିତ