#୩୫ଜିଲ୍ଲାରେକଂଗ୍ରେସସଭାପତିଘୋଷଣା
-୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ
-ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି
-ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ
-ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ
-ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା ବେହେରା କଟକ ସିଟି ସଭାପତି