ବୌଦ୍ଧ ଜିଲ୍ଲାର ମାର୍ଦିଙ୍ଗ୍ ଗ୍ରାମ ନିକଟରେ ନିର୍ମିତ ୫ ନଂ ଏବଂ ୬ନଂ ରେଳ ଶୁଡ଼ଙ୍ଗ ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ସରିଛି ଏବଂ ବାଲାଷ୍ଟଲେସ୍ ରେଳ ଟ୍ରାକ୍ ନିର୍ମାଣ ହେଇଛି ଖୋର୍ଦ୍ଧାରୋଡ଼ ବଲାଙ୍ଗୀର ରେଲୱେ ଲାଇନ୍*