ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲ୍ରେ ଭାରତ-୪୧ ରନ୍ରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ-୧୯.୩ ଓଭର୍ରେ ବାଂଲାଦେଶ ଟିମ୍ ଅଲ୍ ଆଉଟ୍-କୁଲଦୀପଙ୍କୁ ୩ , ବୁମ୍ରା ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍-ଓପନର୍ ଅଭିଶେଷ ଶର୍ମାଙ୍କ ଧୂଆଁଧାର ୭୫ ରନ୍ର ପାଳି