
*👉ଅତିଥି_ଶିକ୍ଷକ_ନିଯୁକ୍ତି: #ସରକାରଙ୍କୁ_ନୋଟିସ୍*
-ବିଭିନ୍ନ ସ୍କୁଲ୍ରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲା
-ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍
-ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ସମ୍ପର୍କରେ ତଥ୍ୟ ଲୋଡ଼ିଲେ
-ଯୋଗ୍ୟ ହୋଇ ମଧ୍ୟ ବେକାର ଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି କ’ଣ ପାଇଁ ପଚାରିଲେ ହାଇକୋର୍ଟ
-ଖାଲିଥିବା ୬,୩୮୭ ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ କହିଥିଲେ ସରକାର
-ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି- ହାଇକୋର୍ଟ