ଆଜିଠୁନୂଆଜିଏସ୍ଟି-ଦେଶରେ ଆଜିଠୁ ନୂଆ ଜିଏସ୍ଟି ସଂସ୍କାର ଆରମ୍ଭ-ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି-ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା-୧୨% ଓ ୨୮% ଜିଏସ୍ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ-ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ