
ପ୍ରଥମପତ୍ନୀଙ୍କୁବିମାରିଥିଲା_ଦୀପକ ।
-ମହିଳା କନଷ୍ଟେବଲ୍ ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ମୋଡ଼
-ରହସ୍ୟ ଘେରରେ ଅଭିଯୁକ୍ତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ
-ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଲେ ପ୍ରଥମ ପତ୍ନୀଙ୍କ ପରିବାର
-ଝିଅକୁ ଦୀପକ ମାରି ଦେଇଥିବା କହିଲେ ମୃତ ଅପର୍ଣ୍ଣାଙ୍କ ମାଆ
-କଳିକଜିଆ ଲାଗନ୍ତି, ଝିଅକୁ ଦୀପକ ନିର୍ଯାତନା ଦିଏ- ଅପର୍ଣ୍ଣାଙ୍କ ମାଆ
-ଝିଅକୁ ଆମେ ବୁଝାବୁଝି କରୁ, ସେତେବେଳେ ଆମ ପାଖରେ ବଳ ନଥିଲା
-ଲୋକ ବଳ ନଥିଲା, ପରିସ୍ଥିତି ଖରାପ ଥିଲା; ତେଣୁ ତଦନ୍ତ ହୋଇପାରିଲାନି
-କାଲିର ଘଟଣା ପରେ ଭାବୁଛୁ, ସେ ଆମ ଝିଅକୁ ନିଶ୍ଚିତ ମାରିଥିବ
-ସେ ମାରିଦେଇ ଦୁର୍ଘଟଣା କଥା କହୁଛି; ତଦନ୍ତ ହେଉ, ଆମକୁ ନ୍ୟାୟ ମିଳୁ
-ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ୍