- ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ
- -ଜୀବିତ ମହିଳା ପୁରୀ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି
- -ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ପୋଡ଼ିବାକୁ ଅଣା ଯାଇଥିଲା
- -ସ୍ୱର୍ଗଦ୍ୱାର ନିୟମ ଅନୁସାରେ ଡେଥ୍ ସାର୍ଟିଫିକେଟ୍ ମଗାଯିବାରୁ ବିଳମ୍ବ ହେଲା
- -ଏହି ସମୟରେ ବୃଦ୍ଧା ଆଖି ଖୋଲିଲେ, ଜୀବିତ ଥିବାରୁ ମେଡିକାଲ୍ରେ ଭର୍ତ୍ତି
- -ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ
- -ଡାକ୍ତର ଦେଖାଇ ନ ଥିଲେ କି ଡେଥ୍ ସାର୍ଟିଫିକେଟ୍ ଆଣି ନ ଥିଲେ




