-ଦଶପଲ୍ଲା: ଟ୍ରକ୍କୁ ଓଭରଟେକ କରିବାକୁ ଯାଇ ଓଲଟିଲା ବସ୍; ୫ ଆହତ-ବାଣୀଗୋଚ୍ଛା ଥାନା ଜାମୁସାହି ଛକ ନିକଟରେ ଦୁର୍ଘଟଣା-କଣ୍ଡକ୍ଟର ଗୁରୁତର, ଆଉ ୪ ଯାତ୍ରୀ ସାମାନ୍ୟ ଆହତ-୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ବରରୁ ବଲାଙ୍ଗିର ଯାଉଥିଲା