-ଏସିଆ କପ୍ ସୁପର ସନ୍ଡେରେ ସୁପର ଫାଇଟ୍-ଦୁବାଇରେ ହେବ ଏସିଆ କପ୍ T20 ଲଢ଼େଇ-ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ-ରାତି ୮ଟାରେ ଖେଳାଯିବ ମ୍ୟାଚ୍-ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ଟି ଟି-୨୦ ମ୍ୟାଚ ହୋଇଛି-୧୩ରୁ ୧୦ଟି ଜିତିଛି ଭାରତ, ୩ଟି ଜିତିଛି ପାକିସ୍ତାନ