ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲେ ଟ୍ରମ୍ପ ।ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିବା ଟ୍ରମ୍ପଙ୍କ ସୂଚନା।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା।ପୁଣି PM ମୋଦଙ୍କୁ ଭଲ ବନ୍ଧୁ ବୋଲି କହିଲେ ଟ୍ରମ୍ପ ।ଟ୍ରମ୍ପଙ୍କ ପୋଷ୍ଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା।