: 🎯ସୁଭଦ୍ରା:#୨.୮୫ଲକ୍ଷଙ୍କପାଇଁଫିଲ୍ଡଏନ୍କ୍ବାରୀ
ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁ
ଯୋଗାଣ ବିଭାଗ ଦେଇଥିବା ତଥ୍ୟ ଗ୍ରହଣ କରିବୁ ନାହିଁ ୨ ଲକ୍ଷ ୮୫ ହଜାର ମହିଳାଙ୍କ କ୍ଷେତ୍ରରେ ଫିଲ୍ଡ ଏନ୍କ୍ବାରୀ ହେବ
-୧୫ ହଜାର ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା
-ସ୍ବାସ୍ଥ୍ୟ ବିଭାଗ ପ୍ରାୟ ୧୪ ହଜାର ମହିଳାଙ୍କୁ ନେଇ ସର୍ଭେ କରି ସାରିଛି
-ପରିବହନ ବିଭାଗକୁ ତଥ୍ୟ ପାଇଁ ଆଉ ୭ ଦିନ ସମୟ ଦିଆଯାଇଛି
-କୃଷି ବିଭାଗ ତଥ୍ୟର ଅନୁଧ୍ୟାନ ଚାଲିଛି, ଭାଗ ଚାଷୀ ସୁଭଦ୍ରା ପାଇପାରିବେ
-ଖୁବ୍ ଶୀଘ୍ର ସୁଭଦ୍ରା ପାଇଁ ଅଭିଯୋଗ ପୋର୍ଟାଲ ଖୋଲିବ- ପ୍ରଭାତୀ ପରିଡ଼ା
: 🎯ହତ୍ୟାମାମଲାରୁଜୁ
-ଭୁବନେଶ୍ୱର: ରେଳଡ଼ବା ମରାମତି କାରଖାନା ପଡ଼ିଆରୁ ମୃତଦେହ ମିଳିବା ଘଟଣା
-ହତ୍ୟା ମାମଲା ରୁଜୁ ନେଇ ଏସିପି ଜୋନ୍-୫ଙ୍କ ସୂଚନା
-ପରିଚୟ ନ ମିଳିବାରୁ ରାଜଧାନୀ ସାରା ପୋଷ୍ଟର ମାରିବ ପୁଲିସ
-୯୬ ଘଣ୍ଟା ଯାଏଁ ଅପେକ୍ଷା କରାଯିବ, ପରେ ଶବ ସତ୍କାର କରାଯିବ
-ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ
-ଗତ ସୋମବାର ସନ୍ଧ୍ୟାରେ ଖେଳପଡ଼ିଆରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା
-ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ୍ ବେଲ୍ଟ ଜବତ କରିଥିଲା ମଞ୍ଚେଶ୍ୱର ପୋଲିସ୍