ଭୁବନେଶ୍ୱର:ହୀରାକୁଦର ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ୍। ହୀରାକୁଦକୁ ପଶୁଛି ୨,୯୩,୫୧୨ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨,୬୪,୧୨୯ କ୍ୟୁସେକ ଜଳ ।