ଭୁବନେଶ୍ୱର:ଭୁବନେଶ୍ବରରେ ବର୍ଷା ପାଇଁ ଲ୍ୟାଣ୍ଡିଂ ଫେଲ୍।ଭୁବନେଶ୍ବର ପରିବର୍ତ୍ତେ କୋଲକାତାରେ ଲ୍ୟାଣ୍ଡିଂ।କୋଲକାତାରେ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ।