• About
  • Advertise
  • Privacy & Policy
  • Contact
Saturday, September 6, 2025
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ବଢୁଛି ମହାନଦୀ ହୀରାକୁଦରେ ୧୪ଟି ଗେଟ୍ ଖୋଲା

OD Times by OD Times
September 4, 2025
in Uncategorized
0
0
SHARES
1
VIEWS
Share on FacebookShare on Twitter

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି। ବୈତରଣୀର ଜଳସ୍ତର ସତର୍କ ସଙ୍କେତ ଟପିଛି । ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି। ମହାନଦୀରେ ଜଳସ୍ତର ଫୁଲୁଛି। ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ରେର୍ଡକ କରାଯାଇଛି। ଆଭରେଜ୍ ୪୦ ମିମି ବର୍ଷା ହୋଇଥିବା ଆକଳନ କରାଯାଇଛି । ବର୍ତ୍ତମାନ ହୀରାକୁଦରେ ୧୪ଟି ଗେଟ୍ ବନ୍ୟା ଜଳ ନିଷ୍କାସନ ଜାରି ରହିଛି ।ବର୍ତ୍ତମାନ ଜଳଭଣ୍ଡାର ମଧ୍ୟରେ ୨.୧୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧.୩୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗକୁ ହୀରାକୁଦରେ ଜଳସ୍ତର ବଢିପାରେ । ଏବେ ସ୍ଥିତି ଉପରେ ନଜର ରଖାଯାଇଛି। ପରବର୍ତ୍ତୀ ସମୟ​‌ରେ ଆଉ ଗେଟ୍ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈତରଣୀରେ ବନ୍ୟା ଆସିଛି । ଗତ ତିନି ମାସରେ ବୈତରଣୀରେ ଏହା ତୃତୀୟ ବନ୍ୟା । ମଙ୍ଗଳବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ୧୪ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଓ ୪୨ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହିପରି ଉପର ମହାନଦୀ, ବୈତରଣୀ, ବୁଢାବଳଙ୍ଗ ଓ ବୈତରଣୀରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି । ଆଖୁଆପଦାରେ ବିପଦ ସଙ୍କେତର ୦.୫ ମିଟର ଉପରେ ପାଣି ପ୍ରଭାବିତ ହେଉଛି। ଜିଲ୍ଲା ପ୍ରଶାସନ ସତର୍କ ରହିଛି। ଜଳକାରେ ବି ପାଣି ସତର୍କ ସଙ୍କେତ ଉପରେ ରହିଛି । ମହାନଦୀରେ ବନ୍ୟା ଆସିବ ନାହିଁ । ରେଙ୍ଗାଲିରେ ବ୍ରାହ୍ମଣୀ ଗୋଟେ ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

Previous Post

ସୁନାବେଡା ଜଙ୍ଗଲରେ ବାଘ ଆତଙ୍କ

Next Post

ବେଦଗୁଡ଼ିକର ଅଲୌକିକ ଶକ୍ତି ଉପରେ ଗବେଷଣା କରିବା ପାଇଁ ନାସାରେ ଏକ ନୂତନ ବିଭାଗ ସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ ସୁନିତା ୱିଲିୟମ୍ସ

OD Times

OD Times

Next Post

ବେଦଗୁଡ଼ିକର ଅଲୌକିକ ଶକ୍ତି ଉପରେ ଗବେଷଣା କରିବା ପାଇଁ ନାସାରେ ଏକ ନୂତନ ବିଭାଗ ସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ ସୁନିତା ୱିଲିୟମ୍ସ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025

ସମୟ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ

August 19, 2025

୨୭ ତାରିଖରେ ଓଟିଇଟି ପରୀକ୍ଷା

September 6, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପଙ୍କ ବୟାନ

September 6, 2025

୨୭ ତାରିଖରେ ଓଟିଇଟି ପରୀକ୍ଷା

September 6, 2025

କ୍ୟାମ୍ପସରେ ହିଂସା ବଢୁଛି କଲେଜ ନିର୍ବାଚନ ବନ୍ଦ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ଓଡିଶା ଅଭିଭାବକ ମହାସଂଘର ଦାବୀ

September 5, 2025

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

September 5, 2025

Recent News

ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପଙ୍କ ବୟାନ

September 6, 2025

୨୭ ତାରିଖରେ ଓଟିଇଟି ପରୀକ୍ଷା

September 6, 2025

କ୍ୟାମ୍ପସରେ ହିଂସା ବଢୁଛି କଲେଜ ନିର୍ବାଚନ ବନ୍ଦ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ଓଡିଶା ଅଭିଭାବକ ମହାସଂଘର ଦାବୀ

September 5, 2025

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

September 5, 2025
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପଙ୍କ ବୟାନ

September 6, 2025

୨୭ ତାରିଖରେ ଓଟିଇଟି ପରୀକ୍ଷା

September 6, 2025
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.