
ଭୁବନେଶ୍ୱର:ସବୁ ଦଳ ଏକାଠି ବସି ସ୍ବର ଏକତ୍ର କରିବାକୁ ମନମୋହନ ସାମଲଙ୍କ ଆହ୍ବାନ।ପ୍ରଥମେ ସଚିବ ସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ହେବ। ସମାଧାନ ବଦଳରେ କେସ୍ କରି ଲମ୍ବା ରାସ୍ତା ଗ୍ରହଣ କରିବାର ନଥିଲା। ପୂର୍ବ ସରକାର ଯଦି ପଜିଟିଭ ଭିୟୁ ନେଇଥାନ୍ତେ ଭୋଗିବାକୁ ପଡ଼ିନଥାନ୍ତା।ଛତିଶଗଡ଼କୁ ବିରୋଧ , ଜଳ କମିଶନ ଆଗରେ ଧାରଣା ସମାଧାନ ବାଟ ନୁହେଁ ।ଏତେ ବର୍ଷ ଭିତରେ ଗୋଟିଏ ବି ବ୍ୟରେଜ୍ କରିନାହାନ୍ତି- ମନମୋହନ ସାମଲ.