ସୁନ୍ଦରଗଡ଼: ବଣାଇ ଗୁରୁଣ୍ଡିଆ ବ୍ଲକର ସଂସ୍କୃତ ଶିକ୍ଷକ ଆଦିତ୍ୟ ପାତ୍ର ନିଲମ୍ବିତ। ୧୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ। ଅଭିଯୋଗ ପରେ ଥାନାରେ ଏତଲା ଦେଇଥିଲେ ପ୍ରଧାନ ଶିକ୍ଷକ। ଅଭିଯୁକ୍ତ ସଂସ୍କୃତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଫେରାର ହୋଇ ହୋଇଛନ୍ତି ।