ପୁଲିସକୁ ବାନ୍ଧିଲା ପୁଲିସପୁରୀ: କଣାସ ଥାନା ମନ୍ଦାରବସ୍ଥ ଫାଣ୍ଡି ଅଧିକାରୀ ଗିରଫ।କ୍ରାଇମବ୍ରାଞ୍ଚ ଓ କୋରାପୁଟ ପୋଲିସ ଉଠାଇ ନେଇଥିବା ସୂଚନା। କୋରାପୁଟରେ କାର୍ଯ୍ୟରତ ଥିବାବେଳେ ଫାଣ୍ଡି ଅଧିକାରୀଙ୍କ ନାଁରେ ଥିଲା ଅଭିଯୋଗ।ମର୍ଡର କେସ୍କୁ ରଫାଦଫା କରିବାକୁ କହିଥିବା ଅଭିଯୋଗ ।