ବ୍ରହ୍ମଗିରି: ପୁରୀ ଜିଲା ବ୍ରହ୍ମଗିରି ଥାନା କାଣ୍ଡଗୋଦା ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ପୋଡ଼ି ଯାଇଛି। ଅସାବଧାନତା କାରଣରୁ ମନ୍ଦିର ଭିତରେ ଜଳୁଥିବା ଦୀପରୁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରା ଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁ ଲି ହାଇଥିଲା। ପୋଲିସ ପହଞ୍ଚି ତଦନ୍ତ କରି ଫେରିଛି ।