ଉଲୁଣ୍ଡା:ଉଲୁଣ୍ଡା ବନାଞ୍ଚଳ ଯାଲୋଏ ଫରେଷ୍ଟ ସେକ୍ସନ ଅଧିନସ୍ଥ ବିଷ୍ଣୁପୁର ଜଙ୍ଗଲ ରେ ବାରହା ଶିକାର ପାଇଁ ରକ୍ଷା ଯାଇଥିବା ଗୋଳା ଖାଇ ହେଟାବାଘ ମୃତ।ପ୍ରଥମେ ଗୁରୁତର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ।