• About
  • Advertise
  • Privacy & Policy
  • Contact
Monday, September 8, 2025
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ବଳତ୍କାର।

OD Times by OD Times
August 26, 2025
in Uncategorized
0
0
SHARES
0
VIEWS
Share on FacebookShare on Twitter

Skip to main contentSkip to toolbar

  • Menu
  • OD Times
  • New
  • Howdy, OD Times

Add Post

Preview(opens in a new tab)Publish

Change block type or style

Change text alignment

Displays more block tools

: ଘରେ ଟ୍ୟୁସନ କଲା ବେଳେ ମୋତେ ଏକୁଟିଆ ଦେଖି ତାଙ୍କ ପାଖକୁ ଭିଡ଼ି ନିଅନ୍ତି ଓ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରନ୍ତି। ଏମିତି ଅନେକ ଥର ଘଟିଛି। ଆଉ ସେହି ସମୟର ଭିଡିଓକୁ ସେ ତାଙ୍କ ମୋବାଇଲରେ ରଖିଛନ୍ତି। ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ଉକ୍ତ ଭିଡିଓଗୁଡ଼ିକୁ ଭାଇରାଲ କରିଦେବାକୁ ଧମକ ଦିଅନ୍ତି। ମୁଁ ଏ କଥା ଘର ଲୋକଙ୍କୁ ଜଣାଇବା ପରେ ମୋ ବାପା’ମା ତାଙ୍କଠାରୁ ଟ୍ୟୁସନ ଛଡ଼ାଇ ଦେଇଥିଲେ। ତା’ପରେ ସେ ଅଶ୍ଲୀଳ ମେସେଜ ପଠାଇଛନ୍ତି।
: ସେ କହିଛନ୍ତି, ଗତ ୧୫ ତାରିଖରେ ମୁଁ କଲେଜ ଯାଉଥିବା ବେଳେ ସେ କାରରେ ଆସି ମୋ ସାଇକେଲ ପାଖରେ ଲଗାଇ ଦେଇଥିଲେ। ମୋତେ ଟଣାଓଟରା କରି କାରରେ ଭୁବନେଶ୍ୱର ନେଇଯିବେ ବୋଲି କହିଥିଲେ। ମୁଁ ମନା କରିବାରୁ ସେ ମୋର ଫଟୋ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ। ମୁଁ ପାଟି କରିବାକୁ ସେ ସେଠାରୁ ପଳାଇଥିଲେ।
: ଛାତ୍ରୀ ଜଣଙ୍କ କହିଛନ୍ତି, ଗତ ୧୮ ତାରିଖରେ ମୁଁ ଘଟଣା ସଂପର୍କରେ ତନ୍ତିଆପାଳ ମେରାଇନ ଥାନାରେ ଏତଲା ଦେଇଥିଲି। କିନ୍ତୁ ୮ ଦିନ ବିତିଗଲା ପରେ ବି ସେମାନେ (ତନ୍ତିଆପାଳ ମେରାଇନ ଥାନା ପୁଲିସ) କିଛି ବୁଝୁ ନାହାନ୍ତି। ମୁଁ ୧୮ ତାରିଖ ଦ୍ୱିପହରରେ ଏଫଆଇଆର ଦେଇଥିଲି। ରାତିରେ ମୋତେ ଆଇଆଇସି ଫୋନ୍ କରି କହିଥିଲେ ଯେ ଯେହେତୁ ତୁମେ କଳା କଲମରେ ଏଫଆଇଆରଟି ଲେଖିଛ, ତେଣୁ ତାକୁ ଗ୍ରହଣ କରାଯିବ ନାହିଁ। ଏଫଆଇଆରଟି ବ୍ଲୁ ପେନ୍‌ରେ ଲେଖିବାକୁ ପଡ଼ିବ ବୋଲି ସେ କହିଥିଲେ। ତେଣୁ ମୁଁ ରାତି ୧୦ଟା ବେଳେ ଥାନାକୁ ଯାଇଥିଲି। ସେଠାରେ ସେ ନିଜେ ଲେଖିଥିବା ଏକ ଏଫଆଇଆର ମୋତେ ଦେଇ ସେଥିରେ ଯାହା ଅଛି ତାହା ଲେଖିବାକୁ କହିଥିଲେ। ଯେହେତୁ ମୋର ମାନସିକ ଅବସ୍ଥା ଭଲ ନଥିଲା, ସେ ଯାହା ଲେଖିଥିଲେ ମୁଁ ତାହା ଲେଖି ଦେଇଥିଲି। ଘରକୁ ଆସି ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅନ୍‌ଲାଇନରେ ଅଭିଯୋଗ କରିଥିଲି।
: ଛାତ୍ରୀ ଜଣଙ୍କ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ।Move upMove downToggle panel: JNews : Social MetaMove upMove downToggle panel: JNews : Review SettingMove upMove downToggle panel: JNews : Override Fake CounterMove upMove downToggle panel: JNews : Split PostMove upMove downToggle panel: JNews : Single Post SettingOpen publish panel

Previous Post

ଆମେରିକୀୟ ଶୁଳ୍କର ଝଟକାରେ ଷ୍ଟକ୍ ବଜାରରେ ସେନସେକ୍ସ

Next Post

ହେଟା ବାଘ ଶିକାର

OD Times

OD Times

Next Post

ହେଟା ବାଘ ଶିକାର

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025

ସମୟ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ

August 19, 2025

୨୭ ତାରିଖରେ ଓଟିଇଟି ପରୀକ୍ଷା

September 6, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ବସଭଡା ୧୦ ଟଙ୍କା ପାଇଁ ୨୫ କିମି ଚଲାଇଲଲେ କଣ୍ଡକ୍ଟର

September 8, 2025

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ।

September 7, 2025

ଭିଜିଲାନ୍ସଜାଲରେପୋଲିସ ଏସଆଇ

September 6, 2025

ଯୁବକଙ୍କୁ ହତ୍ୟା

September 6, 2025

Recent News

ବସଭଡା ୧୦ ଟଙ୍କା ପାଇଁ ୨୫ କିମି ଚଲାଇଲଲେ କଣ୍ଡକ୍ଟର

September 8, 2025

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ।

September 7, 2025

ଭିଜିଲାନ୍ସଜାଲରେପୋଲିସ ଏସଆଇ

September 6, 2025

ଯୁବକଙ୍କୁ ହତ୍ୟା

September 6, 2025
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ବସଭଡା ୧୦ ଟଙ୍କା ପାଇଁ ୨୫ କିମି ଚଲାଇଲଲେ କଣ୍ଡକ୍ଟର

September 8, 2025

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ।

September 7, 2025
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.