ରେଢାଖୋଲ:ରେଢ଼ାଖୋଲକୁ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ । ଭୀମ ଭୋଇ ଛକ ଓ ମେଡିକାଲ୍ ଛକରେ ଆନ୍ଦୋଳନ । ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ ସହ ବିକ୍ଷୋଭ ।ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଗାଡ଼ି ।