
ଭୁବନେଶ୍ୱର:ଭୁବନେଶ୍ବର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର
-ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପାଇଁ କ୍ୟାବିନେଟ୍ ମୋହର
-୬ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ୍ ପାଇଁ ମିଳିଲା ମଞ୍ଜୁରୀ
-କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ହେବ ରିଙ୍ଗ୍ ରୋଡ୍
-କୋଲକାତା-ଚେନ୍ନାଇ ଏନଏଚ-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି
-ତେଣୁ ଏକ ବାଇପାସ୍ ରିଙ୍ଗ ରୋଡ୍ ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି
-୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର
-୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ୍
-ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦ୍ବୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ