
- ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ୍ କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେବ
- ଏନେଇ କଡ଼ା ଚେତାବନୀ ଶୁଣାଇଲେ ପୁରୀ ଏସ୍ପି ପିନାକ ମିଶ୍ର
- ‘ଫେସ୍ବୁକ୍ ଓ ଗୁଗଲ୍କୁ ଏନେଇ ଚିଠି ଲେଖାଯାଇଛି‘
- ‘ସୋଶାଲ ମିଡିଆ ସୋର୍ସ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ’
- -‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ନାବାଳିକାର ଫଟୋ ଭାଇରାଲ୍ ହୋଇପାରିବନି’
- ‘ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ୱ ଦିଆଯାଇଛି’
- ରବିବାର ସୋଶାଲ ମିଡିଆରେ ପୀଡ଼ିତାଙ୍କ ବୟାନ ରେକର୍ଡ ଭାଇରାଲ୍ ହୋଇଥିଲା