ନୂଆଦିଲ୍ଲୀ:ଦିଲ୍ଲୀକୁ ୧୧ ହଜାର କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ। ଦୁଇଟି ବଡ଼ ନ୍ୟାସନାଲ ହାଇୱେ ପ୍ରୋଜେକ୍ଟର ଉଦଘାଟନ।ରୋହିଣୀରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀକୁ ମିଳିଲା ୱେଷ୍ଟର୍ଣ୍ଣ ରିଙ୍ଗ ରୋଡ୍ । ଦ୍ବାରକା ଏକ୍ସପ୍ରେସ ୱେର ଉଦଘାଟନଦିଲ୍ଲୀ-ଏନସିଆରକୁ ଯୋଗାଯୋଗରେ ହେବ ସୁବିଧା।