– ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ
– କୋଦାଳରେ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
– ମୃତ ମହିଳା ହେଲେ ପ୍ରଭାତୀ କୁଞ୍ଜ (୩୮)
– ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି
– ହତ୍ୟାକାରୀ ସ୍ୱାମୀ ଭୀମା କୁଞ୍ଜ ଅଟକ
– ଏମଭି ୭୯ ଥାନା ଅନ୍ତର୍ଗତ ଗିନି ପାଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।