ଭୁବନେଶ୍ୱର:ପୁଣି ପ୍ରକାଶ ପାଇବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବିଜ୍ଞପ୍ତି । ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।ଆସନ୍ତା ୩୧ ତାରିଖରେ ହେବାକୁ ଥିଲା ପରୀକ୍ଷା। ପରୀକ୍ଷା ପାଇଁ ଜାରି ହେବ ସାନି ବିଜ୍ଞପ୍ତି ।